Puri District Job 2025: ବିଭିନ୍ନ ପଦବୀରେ ବାହାରିଲା ନିଯୁକ୍ତି, ଆବେଦନ କରିବାର ଶେଷ ତାରିଖ ୧୧ ଜାନୁଆରୀ
Advertisement
Article Detail0/zeeodisha/odisha2590495

Puri District Job 2025: ବିଭିନ୍ନ ପଦବୀରେ ବାହାରିଲା ନିଯୁକ୍ତି, ଆବେଦନ କରିବାର ଶେଷ ତାରିଖ ୧୧ ଜାନୁଆରୀ

Puri District Job 2025: ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଏଠାରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଁ ବିସ୍ତୃତ ପୁରୀ ଜିଲ୍ଲା ଉତ୍କଳ ବାଳାଶ୍ରମ ବିଜ୍ଞପ୍ତି ୨୦୨୪ ଯାଞ୍ଚ କରିପାରିବେ । ପୁରୀ ଜିଲ୍ଲା ଉତ୍କଳ ବାଳାଶ୍ରମ ବିଜ୍ଞପ୍ତି ପିଡିଏଫରେ ଆବେଦନ ତାରିଖ, ଯୋଗ୍ୟତା ମାନଦଣ୍ଡ, ଚୟନ ପ୍ରକ୍ରିୟା ଇତ୍ୟାଦି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଉଲ୍ଲେଖ ରହିଛି। 

 

Puri District Job 2025: ବିଭିନ୍ନ ପଦବୀରେ ବାହାରିଲା ନିଯୁକ୍ତି, ଆବେଦନ କରିବାର ଶେଷ ତାରିଖ ୧୧ ଜାନୁଆରୀ

Puri District Job 2025: ପୁରୀ ଜିଲା ଉତ୍କଳ ବାଳାଶ୍ରମ ପକ୍ଷରୁ ବିଭିନ୍ନ ପଦବୀ ପାଇଁ ଚୁକ୍ତି ଭିତ୍ତିରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀମାନେ ପୁରୀ ଜିଲ୍ଲା ଉତ୍କଳ ବାଳାଶ୍ରମ ନିଯୁକ୍ତି ୨୦୨୪ ବିଜ୍ଞପ୍ତି, ଯୋଗ୍ୟତା,ଦରମା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିବରଣୀ ଏଠାରେ ଦେଖିପାରିବେ । ପୁରୀ ଜିଲ୍ଲା ଉତ୍କଳ ବାଳାଶ୍ରମ ନିଯୁକ୍ତି ୨୦୨୪ ବିଜ୍ଞପ୍ତି ପ୍ରକାଶ ପାଇଛି, ଯେଉଁଥିରେ କେସ୍ ୱାର୍କର/ଶିଶୁ କଲ୍ୟାଣ ଅଧିକାରୀ, ହାଉସ ମଦର (ମହିଳା), ପାରାମେଡ଼ିକାଲ ଷ୍ଟାଫ, ଷ୍ଟୋର କିପର କମ୍ ଆକାଉଣ୍ଟାଣ୍ଟ, ଏଜୁକେଟର, ଆର୍ଟ କମ ମ୍ୟୁଜିକ୍ ଟିଚର ଏବଂ ପିଟି ଇନଷ୍ଟ୍ରକ୍ଟର କମ ଯୋଗ ଟ୍ରେନର ଙ୍କ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । 

ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଏଠାରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଁ ବିସ୍ତୃତ ପୁରୀ ଜିଲ୍ଲା ଉତ୍କଳ ବାଳାଶ୍ରମ ବିଜ୍ଞପ୍ତି ୨୦୨୪ ଯାଞ୍ଚ କରିପାରିବେ । ପୁରୀ ଜିଲ୍ଲା ଉତ୍କଳ ବାଳାଶ୍ରମ ବିଜ୍ଞପ୍ତି ପିଡିଏଫରେ ଆବେଦନ ତାରିଖ, ଯୋଗ୍ୟତା ମାନଦଣ୍ଡ, ଚୟନ ପ୍ରକ୍ରିୟା ଇତ୍ୟାଦି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଉଲ୍ଲେଖ ରହିଛି। 

*ସଂସ୍ଥା: ଉତ୍କଳ ବାଳାଶ୍ରମ, ନରେନ୍ଦ୍ରକୋଣ, ପୁରୀ 
ବିଜ୍ଞପ୍ତି ପ୍ରକାଶ: ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ପୁରୀ, ଓଡ଼ିଶା 
*ପଦବୀ ନାମ: ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ 
*ଶ୍ରେଣୀ: ଓଡ଼ିଶା ଚାକିରି 
*ଆବେଦନ ପଦ୍ଧତି: ଅନଲାଇନ୍ (ଇ-ମେଲ୍ ମାଧ୍ୟମରେ), ଏବଂ ଅଫ୍ଲାଇନ୍ (ଡାକ ମାଧ୍ୟମରେ) 
କିଏ କରିପାରିବେ ଆବେଦନ: ସମଗ୍ର ଓଡ଼ିଶାରେ ଉଭୟ ପୁରୁଷ ଓ ମହିଳା ପ୍ରାର୍ଥୀ 
*ଆବେଦନ ଆରମ୍ଭ ତାରିଖ: ୨୨ ଡିସେମ୍ବର ୨୦୨୪ 
ଆବେଦନ ର ଶେଷ ତାରିଖ: ୧୧ ଜାନୁଆରୀ ୨୦୨୫ 
*ଚୟନ ପ୍ରକ୍ରିୟା: କ୍ୟାରିୟର ମାର୍କିଂ, ସାକ୍ଷାତକାର, ଡକ୍ୟୁମେଣ୍ଟ ଭେରିଫିକେସନ୍
*ଅଫିସିଆଲ ୱେବସାଇଟ: www.puri.odisha.gov.in 

ପୁରୀ ଜିଲ୍ଲା ଉତ୍କଳ ବାଳାଶ୍ରମ ପଦବୀ ୨୦୨୪
୧. କେସ୍ ୱାର୍କର/ଶିଶୁ କଲ୍ୟାଣ ଅଧିକାରୀ  
୨. ହାଉସ ମଦର' (ମହିଳା) 
୩. ପାରାମେଡିକାଲ ଷ୍ଟାଫ୍ 
୪. ଷ୍ଟୋର କିପର କମ ଆକାଉଣ୍ଟାଣ୍ଟ 
୫. ଶିକ୍ଷୟିତ୍ରୀ  
୬. କଳା ଓ ସଙ୍ଗୀତ ଶିକ୍ଷକ 
୭. ପିଟି ପ୍ରଶିକ୍ଷକ କିମ୍ବା ଯୋଗ ପ୍ରଶିକ୍ଷକ

  • ପୁରୀ ଜିଲ୍ଲା ଉତ୍କଳ ବାଳାଶ୍ରମ ବୟସ ସୀମା (୨୧/୧୨/୨୦୨୪) ସୁଦ୍ଧା
  • ସର୍ବନିମ୍ନ ବୟସ - ୨୧ ବର୍ଷ 
  • ସର୍ବାଧିକ ବୟସ - ୪୫ ବର୍ଷ 

ପୁରୀ ଜିଲ୍ଲା ଉତ୍କଳବାଳାଶ୍ରମ ବେତନ ୨୦୨୪ 
୧. କେସ୍ ୱାର୍କର/ଶିଶୁ କଲ୍ୟାଣ ଅଧିକାରୀ- ୨୩.୧୭୦/- ଟଙ୍କା 
୨. ହାଉସ ମଦର' (ମହିଳା) - ୧୪,୫୬୪/- ଟଙ୍କା  
୩. ପାରାମେଡିକାଲ ଷ୍ଟାଫ୍ - ୧୧,୯୧୬/- ଟଙ୍କା 
୪. ଷ୍ଟୋର କିପର କମ ଆକାଉଣ୍ଟାଣ୍ଟ - ୧୮,୫୩୬/- ଟଙ୍କା 
୫. ଶିକ୍ଷୟିତ୍ରୀ- ୧୦,୦୦୦/- ଟଙ୍କା 
୬. କଳା ଓ ସଙ୍ଗୀତ ଶିକ୍ଷକ - ୧୦,୦୦୦/- ଟଙ୍କା 
୭. ପିଟି ପ୍ରଶିକ୍ଷକ କମ ଯୋଗ ପ୍ରଶିକ୍ଷକ - ୧୦,୦୦୦/- ଟଙ୍କା 

ଆବେଦନ ଶୁଳ୍କ

  • ସାଧାରଣ ପ୍ରାର୍ଥୀଙ୍କ ପାଇଁ - କୌଣସି ଶୁଳ୍କ ନାହିଁ 
  • ଏସସିବିସି ପ୍ରାର୍ଥୀଙ୍କ ପାଇଁ - କୌଣସି ଶୁଳ୍କ ନାହିଁ 
  • ଏସସି/ଏସଟି ପ୍ରାର୍ଥୀଙ୍କ ପାଇଁ - କୌଣସି ଶୁଳ୍କ ନାହିଁ 
  • ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ପାଇଁ - କୌଣସି ଦେୟ ନାହିଁ 

Disclaimer: ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ପାଇଁ ଅଫିସିଆଲ୍ ୱେବସାଇଟ୍ ରେ ଯାଇ ଯାଞ୍ଚ କରନ୍ତୁ। 

Also Read:  OTO Recruitment 2025: ଓଡ଼ିଶା ତହସିଲ ପାଇଁ ବାହାରିଲା ବମ୍ପର ନିଯୁକ୍ତି, ଜାନୁଆରୀ ୧୬ ଶେଷ ତାରିଖ

Also Read: OFD Recruitment 2025: ଓଡ଼ିଶା ଫରେଷ୍ଟ ଡିପାର୍ଟମେଣ୍ଟରେ ବମ୍ପର ନିଯୁକ୍ତି, ଦରମା ୬୫ ହଜାର