Antara Viral Video: କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ । ଓଡ଼ିଶା ସଙ୍ଗୀତ ଜଗତର ଏକ ଜଣାଶୁଣା ନାଁ । ସେ ଏପର୍ଯ୍ୟନ୍ତ ଏକାଧିକ ଫିଲ୍ମ , ୫୦୦ ରୁ ଅଧିକ ଆଲବମରେ ଗୀତ ଗାଇଛନ୍ତି। ତେବେ, ଏହାରି ଭିତରେ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଓ ଅଭିନେତ୍ରୀ ପୁନମ ମିଶ୍ରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଭାଇରାଲ୍ ଭିଡି଼ଓରେ ଦେଖିବାକୁ ମିଳିଛି ଯେ, ଅନ୍ତରା ଚକ୍ରବର୍ତ୍ତୀ ଓ ପୁନମ ମିଶ୍ର ଦୁଇ ଜଣ ମିଶି 'ହାଏରେ ମୋ ରଙ୍ଗ ଲତା କଟକରୁ କଲିକତା... ' ଗୀତରେ ଧମାକାଦାର ଡାନ୍ସ କରୁଛନ୍ତି। ଦେଖନ୍ତୁ ଏହି ସୁନ୍ଦର ଭିଡିଓଟି...
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.