Singing Video: ଆପଣ ଏହି ଭିଡିଓରେ ଦେଖିପାରିବେ ଯେ ଜଣେ ବ୍ୟକ୍ତି 'ଜାନେ ମନ୍ ଚୁପକେ ଚୁପକେ' ହିନ୍ଦି ଗୀତକୁ ଏକ ନିଆରା ଶୈଳୀରେ ଗାଉଛନ୍ତି ଯେ, ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ମଥାରେ ହାତଦେବେ । ସୋସିଆଲ ମିଡିଆରେ ଏହି ଭିଡିଓ ବର୍ତ୍ତମାନ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏହି ଗୀତ ଶୁଣିବା ପରେ ଲୋକ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଏହାକୁ ଇନ୍ଷ୍ଟାଗ୍ରାମରେ ଜଣେ ୟୁଜର ସେୟାର କରିଛନ୍ତି । ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.