Man Jumps Off Bandra-Worli Sea Link, Video Surfaces । ମୁମ୍ବାଇର ସବୁଠାରୁ ଜନଗହଳି ପୂର୍ଣ୍ଣ ସ୍ଥାନ ବାନ୍ଦ୍ରା-ୱରଲି ସି ବିଚ୍ ରେ ଆଜି ଏକ ଅଘଟଣ ଘଟିଛି। ଜଣେ ଯୁବକ ଏହି ସ୍ଥାନରେ ସମସ୍ତଙ୍କ ସାମ୍ନାରେ ସମୁଦ୍ରକୁ ଡେଇଁପଡ଼ିଥିଲେ । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ,କିଛି ସମୟ ପରେ ରେସକ୍ୟୁ ଟିମ୍ ଆସି ସେଠାରେ ପହଞ୍ଚିଥିଲା । ଲହଡ଼ି ଭୀଷଣ ଥିବାରୁ କେବଳ ବୋଟ୍ ନୁହେଁ ହେଲିକପ୍ଟର ସାହାଯ୍ୟରେ ମଧ୍ୟ ସର୍ଚ୍ଚ ଅପରେସନ ଜାରି କରାଯାଇଛି। ତେବେ ସର୍ଚ୍ଚ ଅପରେସନ କାରଣରୁ ଟ୍ରାଫିକ ଜାମ ହୋଇଥିବା ନେଇ ଏକ ଭିଡିଓ ଭାଇରାଲ ହେଉଛି।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.