Emotional video for mother: ଭିଡିଓରେ ଆପଣ ଦେଖିପାରିବେ ଯେ ରାତି ସମୟ, ବର୍ଷା ହେଉଛି । ଲୋକମାନେ ଟ୍ରାଫିକରେ ଅଟକି ରହିଛନ୍ତି, ଯେଉଁଠାରେ ଜଣେ ମା' ନିଜ ପୁଅ ବାଇକ ପଛରେ ବସିଥିବାର ନଜର ଆସୁଛନ୍ତି । ବର୍ଷାରେ ନିଜେ ଭିଜି ପୁଅକୁ ଓଦା ହେବାରୁ କରୁଛି ରକ୍ଷା ଏହି ମାଆ । ଦେଖନ୍ତୁ ଭଡିଓ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.