Burj Khalifa Pakistan Independence Day: ଏହି ସମୟରେ ଦୁବାଇ ଉପରେ ପାକିସ୍ତାନର ଲୋକମାନେ ବହୁତ ରାଗି ଯାଇଛନ୍ତି । ପାକିସ୍ତାନୀ ସ୍ୱାଧୀନତା ଦିବସରେ ବୁର୍ଜ ଖଲିଫାରେ ପାକିସ୍ତାନର ପତାକା ଦେଖିବାକୁ ହଜାର ହଜାର ପାକିସ୍ତାନୀ ଏକତ୍ରିତ ହୋଇଥିଲେ । କିନ୍ତୁ ବୁର୍ଜ ଖଲିଫାରେ ପାକିସ୍ତାନର ପତାକା ଲଗାଯାଇ ନ ଥିବାରୁ ସେମାନେ ନିରାଶ ହୋଇଥିଲେ । ଦୁବାଇରେ ସବୁଠାରୁ ଉଚ୍ଚ କୋଠା ଥିବା ବୁର୍ଜ ଖଲିଫା ଉପରେ ପାକିସ୍ତାନର ପତାକା ଉଡାଇବାକୁ ଏହି ଦେଶ ମନା କରାଯାଇଛି । ଏକ ଭିଡିଓ ସେୟାର କରି ଜଣେ ୟୁଜର କହିଛନ୍ତି ଯେ ଏହା ହେଉଛି ପାକିସ୍ତାନର ଔକାତ୍ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.