କୁହାଯାଏ ଭକ୍ତି ଆଗରେ ସବୁ ତୁଚ୍ଛ । ଭଗବାନକୁ ପାଖରେ ପାଇଲେ ମଣିଷଟି ନିଜର ସବୁ ଦୁଃଖ କଷ୍ଟକୁ ଭୁଲି ଯାଇଥାଏ । ଦେଖନ୍ତୁ ଇଏ ଭିଡ଼ିଓ । ପ୍ରବଳ ତୁଷାରପାତକୁ ଖାତିର ନ କରି ଭକ୍ତମାନେ କିପରି କେଦାରନାଥ ଡ଼ୋଲିକୁ ବୋହି ନେଇଯାଇଛନ୍ତି । ଏହା ଭକ୍ତି ନୁହେଁ ତ ଆଉ କଣ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.