Advertisement
Videos Details/odisha/zeeodisha2471284
Video ThumbnailPlay icon

Weather Report: ଆପଣଙ୍କ ଅଞ୍ଚଳରେ ଆଉ ମୌସୁମୀ ଜନିତ ବର୍ଷା ହେବ ନା ନାହିଁ? ଜାଣନ୍ତୁ ଅପଡେଟ୍

ଓଡ଼ିଶାରୁ ଫେରିଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଅଧିକାଂଶ ଜିଲ୍ଲାରୁ ଆଜି ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି । ଆସନ୍ତା ଦୁଇଦିନ ମଧ୍ୟରେ ସଂପୂର୍ଣ୍ଣ ଓଡିଶାରୁ ମୌସୁମୀ ଫେରିବା ନେଇ ପାଗ ଅନୁକୂଳ ରହିଛି । ଦେଶରେ ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାରରୁ ସଂପୂର୍ଣ୍ଣ ଫେରିଯାଇଛି ମୌସୁମୀ । ମହାରାଷ୍ଟ୍ର, ଛତିଶଗଡ଼ର କିଛି ଅଞ୍ଚଳ ସମେତ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ସିକିମର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ ହୋଇଛି । ସ୍ବାଭାବିକ ସମୟର ଦୁଇ ଦିନ ପୂର୍ବରୁ ମୌସୁମୀ ଓଡ଼ିଶାରୁ ଫେରିଛି । ଚଳିତ ବର୍ଷ ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଓଡିଶା ଛୁଇଁଥିଲା ମୌସୁମୀ । କେରଳ ଛୁଇଁବ ର ୮ ଦିନ ପରେ ଓଡ଼ିଶାରେ ପ୍ରବେଶ କରିଥିଲା । ଓଡିଶାରେ ଏଥର ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି । ଗତ ସପ୍ତାହେ ହେବ ଓଡିଶାରେ ବଡ ବର୍ଷା ନଥିଲା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
Viral Video: ଚଳନ୍ତା ଟ୍ରେନରେ ବୃଦ୍ଧ ଜଣକ କଲେ ଏପରି ବିପଜ୍ଜନକ ଷ୍ଟଣ୍ଟ, ଭିଡିଓ ଦେଖି କ୍ରୋଧିତ ହେଉଛନ୍ତି ଲୋକେ!
Play icon00:31
Weather Report: ଆପଣଙ୍କ ଅଞ୍ଚଳରେ ଆଉ ମୌସୁମୀ ଜନିତ ବର୍ଷା ହେବ ନା ନାହିଁ? ଜାଣନ୍ତୁ ଅପଡେଟ୍
Play icon03:02
Rani Panda: ପୁଣିଥରେ ପ୍ରେମରେ ହାରିଲେ ରାଣୀ ପଣ୍ଡା, ଭିଡିଓ ହେଲା ଭାଇରାଲ
Play icon01:09
Baba Viral Video: ପୂଜା ନାଁରେ ଆଶ୍ରମ ଭିତରେ ଯୁବତୀଙ୍କ ସହ ବାବାଙ୍କ ରାସଲୀଳା, ପୋଲିସ କଲା ଗିରଫ
Play icon04:02
Elina Samantray: ଯାତ୍ରା ଷ୍ଟେଜରୁ ଭାଇରାଲ ହେଲେ ଅଭିନେତ୍ରୀ ଏଲିନା ସାମନ୍ତରାୟ
Play icon01:04
Viral Video: ରାସ୍ତାରେ ଉପରେ ଚାଲିଲା ଜଳନ୍ତା କାର୍, ଏପରି ଜୀବନ ବଞ୍ଚାଇଲେ ଡ୍ରାଇଭର୍
Play icon00:32
Sahoo Babu Video: ସାହୁ ଭାଉଜ ନୁହେଁ ଏଥର ଭାଇରାଲ ହେଲେ ସାହୁ ବାବୁ, ଦେଖନ୍ତୁ Video
Play icon00:46
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon04:24
Varsha Priyadarshini: ଏମିତି ଢଙ୍ଗରେ ନବମୀ ପୂଜା କଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ
Play icon01:32
Weather Report: ମୌସୁମୀ ଛାଡ଼ିବାକୁ ପାଗ ଅନୁକୂଳ, ୩୫ ଡିଗ୍ରୀ ଉପରେ ୧୬ ସହର ତାପମାତ୍ରା
Play icon02:27
Dancer Rani Video: ଯାତ୍ରା ଷ୍ଟେଜରେ ଟିପ୍ ଟିପ୍ ବର୍ଷାପାନୀ ଗୀତରେ ନିଆଁ ଲଗାଇଲେ ରାନୀ ପ୍ରିୟଦର୍ଶିନୀ
Play icon01:01
Nisha Maharana Video: ସିକ୍ରେଟ ମ୍ୟାରେଜ କଲେ କି ଆଇଟମ ଗାର୍ଲ ନିଶା ମହାରଣା, Video ଭାଇରାଲ
Play icon01:01
Sweety Video Viral: ସାହୁ ଭାଉଜଙ୍କ ପରେ ଭାଇରାଲ ହେଲା ଆଇଟମ ଗାର୍ଲ ସ୍ୱିଟି
Play icon01:02
Ratan Tata Funeral: ରତନ ଟାଟାଙ୍କ ଅନ୍ତିମ ଦର୍ଶନ ସମୟରେ କାହିଁକି ହସୁଥିଲେ ନୀତା ଅମ୍ବାନୀ, ଭିଡିଓ ଭାଇରାଲ
Play icon01:32
lipi Mohapatra Video: ଅଭିନେତ୍ରୀ ଲିପି ଏମିତି କଲେ ମାଆଙ୍କ ଆରାଧନା, ଦେଖନ୍ତୁ ଭିଡିଓ
Play icon00:46
Viral Video: ସାହୁ ଭାଉଜଙ୍କ ପରେ ଆଉ ଜଣେ ଯାତ୍ରା ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ୍, ଦେଖନ୍ତୁ
Play icon01:00
କାହା ପାଇଁ ମଥାରେ ସିନ୍ଦୁର ନାଇ ଭିଡିଓ ସେୟାର କଲେ କଣ୍ଠଶିଳ୍ପୀ ଅସୀମା ପଣ୍ତା ?
Play icon00:48
Viral Video: ପୁଣି ଥରେ ସୋସିଆଲ୍ ମିଡିଆରେ ନିଆଁ ଲଗାଇଲା ଏହି ଭାଉଜଙ୍କ ଭିଡିଓ, ଦେଖନ୍ତୁ
Play icon00:31
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:41
Video: ସମୁଦ୍ର କୂଳରୁ ଅଭିନେତ୍ରୀ ପୁନମଙ୍କ ଓ ରାଜ୍ ରାଜେଶଙ୍କ ଭିଡିଓ ଭାଇରାଲ୍
Play icon00:53
Nisha Maharana Video: ମୁଣ୍ଡରେ ଆଘାତ ପାଇବା ପରେ କେମିତି ଅଛନ୍ତି ନିଶା, ଭିଡିଓ କଲେ ସେୟାର
Play icon01:08
Video: ପୂଜାରେ ଏମିତି ମାଆଙ୍କ ଦର୍ଶନ କଲେ ଅଭିନେତ୍ରୀ ଅର୍ଚ୍ଚିତା, ଭିଡିଓ ଭାଇରାଲ୍
Play icon00:30
Air India Flight: କେରଳରେ ୨ ଘଣ୍ଟା ହେଲାଣି ଆକାଶରେ ଚକ୍କର କାଟୁଥିଲା ଏୟାର ଇଣ୍ଡିଆ ବିମାନ, ଦେଖନ୍ତୁ ଭିଡିଓ
Play icon02:22
Varsha Priyadarshini: ଅଭିନେତ୍ରୀ ବର୍ଷା କେମିତି ପାଳିଲେ ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା, ଭିଡିଓ ଭାଇରାଲ
Play icon01:00
Video: ଦେଖନ୍ତୁ କାହାର ଜନ୍ମଦିନ ପାଳିଲେ ଅଭିନେତା ବାବୁସାନ, ପୁଣି ଭିଡିଓ ଭାଇରାଲ୍
Play icon01:00
Viral Video: ସ୍କର୍ପିଓ ବନାମ ସ୍ୱରାଜ ଟ୍ରାକ୍ଟର, ଭିଡିଓରେ ଦେଖନ୍ତୁ କିଏ ଜିତିଲା?
Play icon00:19
Weather Report: ଆସନ୍ତା ଦୁଇ ଦିନ ମଧ୍ୟରେ ଓଡ଼ିଶାରୁ ଫେରିବ ମୌସୁମୀ, ଜାଣନ୍ତୁ କେମିତି ରହିବ ପାଗ?
Play icon01:40
Rupa Bhauja Video: ଦୁର୍ଗାଷ୍ଟମୀରେ ଭାଇରାଲ ହେଲା ଓଡ଼ିଶାର ଭାଇରାଲ ରୂପା ଭାଉଜଙ୍କ ଭିଡିଓ
Play icon01:08
Video: ସାହୁ ଭାଉଜ ଆସିଲେ ସାମ୍ନାକୁ, ଚେୟାର ମାଡ ନେଇ ଖୋଲିଲେ ମୁହଁ
Play icon01:16
Anubhav Mohanty: ପୁଣିଥରେ ନିଜ କଷ୍ଟକୁ ଜାହିର୍ କଲେ ଅଭିନେତା ଅନୁଭବ ମହାନ୍ତି, ଭିଡିଓ ଭାଇରାଲ
Play icon01:30