Advertisement
Photo Details/zeeodisha/odisha2473110
photoDetails0hindi

Gold Rate Today: କମିଲା ସୁନା ରେଟ୍, ରାଜ୍ୟରେ ୧୦ ଗ୍ରାମକୁ ରହିଛି ଏତିକି ଟଙ୍କା

Gold Rate Today: ଦିନକୁ ଦିନ ସୁନା ଦର ଆକାଶ ଛୁଆଁ ହେବାରେ ଲାଗିଛି। ଆଜି ସୁନାଦରକୁ ନେଇ ଆସିଛି ବଡ଼ ଅପଡେଟ୍। କୁମାର ପୂର୍ଣ୍ଣିମା ବା ଗଜଲକ୍ଷ୍ମୀ ପୂଜା ପୂର୍ବରୁ ଖସିଲା ସୁନା ରେଟ୍। ସୁନା ଦର ଆଜି ଭାରତରେ ହ୍ରାସ ହୋଇଛି। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ଆଜି  ସୁନା ରେଟ୍?

 

1/5

ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୫୫୦ ଟଙ୍କା ରହିଛି। ଏଠାରେ ୨୨ ଓ ୨୪ କ୍ୟାରେଟ୍ ରେ ୨୦୦  ଓ ୨୨୦ ଟଙ୍କା ହ୍ରାସ ପାଇଛି। 

ALSO READ: Horoscope 16 October 2024: ୧୬ ଅକ୍ଟୋବରରେ ଭଗବାନ ଗଣେଶ ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ

ALSO READ: Nisa Moharana Viral Video: କାର୍ ଭିତରେ କ'ଣ କରୁଛନ୍ତି ଯାତ୍ରା ଅଭିନେତ୍ରୀ ନିଶା ମହାରଣା? ପୁଣି ଥରେ ଭାଇରାଲ୍ ହେଲା ଭିଡିଓ

2/5

ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୫୫୦ ଟଙ୍କା ରହିଛି। ଏଠାରେ ୨୨ ଓ ୨୪ କ୍ୟାରେଟ୍ ରେ ୨୦୦  ଓ ୨୨୦ ଟଙ୍କା ହ୍ରାସ ପାଇଛି। 

 

3/5

ସେହିପରି ମୁମ୍ବାଇରେ ମଧ୍ୟ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୫୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୦୦ ଓ ୨୨୦ ଟଙ୍କା ହ୍ରାସ ପାଇଛି। 

 

4/5

ଅନ୍ୟପଟେ, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୯୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୭,୪୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୦୦ ଓ ୨୨୦ ଟଙ୍କା କମିଛି। 

 

5/5

ଓଡିଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୯୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୭,୪୦୦ ଟଙ୍କା ରହିଛି। ଏଠାରେ ୨୨ ଓ ୨୪ କ୍ୟାରେଟ୍ ରେ ୨୦୦ ଓ ୨୨୦ ଟଙ୍କା ହ୍ରାସ ପାଇଛି।