Advertisement
Photo Details/zeeodisha/odisha2500955
photoDetails0hindi

Matric Form Fill Up: ଚାଲିଛି ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ, ଜାଣନ୍ତୁ ଲାଷ୍ଟ୍ ଡେଟ୍ କେବେ ?

Matric Form Fill Up: ମାଟ୍ରିକ୍ ପରୀକ୍ଷା ପାଇଁ ସୋମବାର ଠାରୁ ଫର୍ମ ଫିଲପ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଭୟ (ମାଟ୍ରିକ) ରେଗୁଲାର ଓ ଏକ୍ସରେଗୁଲାରର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନରେ ଆରମ୍ଭ ହୋଇଛି। 
 

1/5
ଉଭୟ ରେଗୁଲାର ଓ ଏକ୍ସରେଗୁଲାରର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନରେ  ଆରମ୍ଭ ହୋଇଛି।

2/5
     ଗତକାଲି ଠାରୁ ଆରମ୍ଭ ହୋଇଥିବା ଫର୍ମ ପୂରଣ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ । 

3/5

ସେପଟେ, ମାଟ୍ରିକ ପରୀକ୍ଷାର୍ଥୀଙ୍କ ସିଲାବସ୍ ଆଧାରରେ ପାଠ୍ୟପୁସ୍ତକର ଅଧା କୋର୍ସ ତଥା ଟର୍ମ-୧ ଅନୁସାରେ ବିଦ୍ୟାଳୟ ସ୍ତରରେ ହୋଇଥିବା ଦୁଇଟି ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ନମ୍ବର ସୋମବାର ଠାରୁ ବିଦ୍ୟାଳୟ କର୍ତ୍ତୁପକ୍ଷ ୱେବସାଇଟରେ ଅପଲୋଡ କରିବା ଆରମ୍ଭ କରିଛନ୍ତି।  

4/5
ଇଣ୍ଟରନାଲ ଆସେସମେଣ୍ଟ ମାର୍କ ସହ ଆସପ୍ରେସନାଲ କମ୍ପୋନେଣ୍ଟସ ମାର୍କ ପ୍ରଧାନଶିକ୍ଷକମାନେ ଅପଲୋଡ କରିବେ । 

5/5
ସୂଚନାଯୋଗ୍ୟ ମାଟ୍ରିକ ପରୀକ୍ଷାରେ ମୋଟ ୬ଟି ବିଷୟରେ ୬୦୦ ମାର୍କ ପରୀକ୍ଷା ହେବ ବୋଲି ଜଣାପଡିଛି।