Advertisement
Photo Details/zeeodisha/odisha1664771
photoDetails0hindi

Water Metro: ଏପ୍ରିଲ ୨୫ରେ ଉଦ୍ଘାଟିତ ହେବ ଦେଶର ପ୍ରଥମ ୱାଟର ମେଟ୍ରୋ, ଜାଣନ୍ତୁ କେତେ ରହିଛି ଭଡ଼ା?

Water Metro: ଏପ୍ରିଲ ୨୫ ତାରିଖରେ କୋଚିଠାରେ ଦେଶର ପ୍ରଥମ ୱାଟର ମେଟ୍ରୋ ଉଦ୍ଦଘାଟନ କରିବେ ପ୍ରଧାନମନ୍ତ୍ରୀ। ଏହି ୱାଟର ମେଟ୍ରୋ ୧୫ଟି ରୁଟ ଦେଇ ଚାଲିବ । ଏହା ୧୦ଟି ଦ୍ୱୀପକୁ ସଂଯୋଗ କରିବା ସହ ଆଠଟି ଇଲେକ୍ଟ୍ରିକ୍ ହାଇବ୍ରିଡ୍ ଡଙ୍ଗା ସହିତ ଆରମ୍ଭ ହେବ।

1/5

ଅଧିକାରୀମାନେ କହିଛନ୍ତି ଯେ, ଏହାଦ୍ବାରା ପରିବହନରେ ଉନ୍ନତି ଆସିବା ସହ ଯାତାୟତ ସହଜ ହେବ। 

2/5

ସିଏମ ପିନାରାଇ ବିଜୟ କହିଛନ୍ତି ଯେ, ୱାଟର ମେଟ୍ରୋ ରାଜ୍ୟରେ ଜଳ ପରିବହନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ।

3/5

ୱାଟର ମେଟ୍ରୋ ଏକ ସୁଲଭ ମୂଲ୍ୟର ଟ୍ୟାଗ୍ ସହିତ ଆସିବ । କୋଚି ମେଟ୍ରୋ ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ଯେ, ଏହା ୧୫ଟି ରୁଟରେ ଚାଲିବା ସହ ୭୫ କିଲୋମିଟର ଦୂରତା ଅତିକ୍ରମ କରିବ ।

4/5

ସିଙ୍ଗଲ୍ ଟ୍ରିପ୍ ଟିକେଟ୍ ବ୍ୟତୀତ ଯାତ୍ରୀ ମାନେ ୱାଟର ମେଟ୍ରୋରେ ସାପ୍ତାହିକ, ମାସିକ ଓ ତ୍ରୈମାସିକ ପାସ ମଧ୍ୟ ପାଇପାରିବେ । ଏହି ସେବା ପ୍ରତି ୧୫ ମିନିଟରେ ଉପଲବ୍ଧ ହେବ ।

5/5

ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଆରାମଦାୟକ ଯାତ୍ରା ଯୋଗାଇବ। ଏହି ପ୍ରକଳ୍ପର ମୋଟ ମୂଲ୍ୟ ୧,୧୩୭ କୋଟି ଟଙ୍କା ଅଟେ ।