Advertisement
Photo Details/zeeodisha/odisha1723074
photoDetails0hindi

Health Tips: ଆଳୁ ଖାଇଲେ ଶରୀରକୁ ମିଳିଥାଏ ଏହି ୫ଟି ଲାଭ!

Health Tips: ଆଳୁ (Potato )ଅଧିକାଂଶ ଲୋକଙ୍କ ପ୍ରିୟ ପରିବା ଅଟେ। ଘରେ ଘରେ ପରିଚିତ ଏହି ପରିବା। ଆଳୁରେ କ୍ୟାଲସିୟମ, ଫାଇବର, ଭିଟାମିନ ବି ଏବଂ ଫସଫରସ ଥାଏ। ଆଳୁ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ। ମାତ୍ର ମାତ୍ରାଧିକ ଆଳୁ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ।

1/5

ଆଳୁରେ ପ୍ରଚୁର ପରିମାଣରେ ପୋଟାସିୟମ ଓ ଭିଟାମିନ ସି ରହିଛି। ଏହି ସବୁ ପୋଷକ ତତ୍ତ୍ୱ ହାର୍ଟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

 

2/5

ଆଳୁ ଖାଇବା ଦ୍ବାରା କ୍ୟାନସରର ହେବାର ଆଶଙ୍କା ମଧ୍ୟ କମ୍ ରହିଥାଏ । 

3/5

ଆଳୁ ଖାଇବା ଦ୍ବାରା ହାଡ଼ ସୁସ୍ଥ ରହିଥାଏ । ଏବଂ ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

4/5

ସେହିପରି ଏହା ପାଚନକ୍ରିୟାକୁ ସକ୍ରିୟ କରିଥାଏ। ଏଥିରେ ଥିବା କାର୍ବୋହାଇଡ୍ରେଟ ହଜମ ଶକ୍ତିକୁ ଠିକ୍‌ ରଖିଥାଏ।

5/5

ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ତ୍ବଚାରେ ଚମକ ମଧ୍ୟ ଆସିଥାଏ । 

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। )