Video: 'ରସିକ ନାଗର' ସିନେମାର କବାଡି କବାଡି ଗୀତଟି ବର୍ତ୍ତମାନ ଟ୍ରେଣ୍ଡିଂରେ ରହିଛି । ଅନେକ ରିଲ୍ସ ଏହି ଗୀତରେ ସୁଟଂ ହେଉଥିବା ଦେଖିବାକୁ ମିଳିଛି । ଏହି ଗୀତଟିରେ ଅଭିନୟ କରିଥିଲେ ଓଲିଉୟ ଅଭିନେତା ବବି ମିଶ୍ରଙ୍କ ସହ ଦେବଯାନୀ । ତେବେ ବହୁ ଦିନ ପରେ ପୁରୁଣା ସ୍ମୃତିକୁ ତାଜା କରିଛନ୍ତି ଏହି ଯୁବକ ଜଣକ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.