Video: ନିଜ ଶରୀରକୁ ଫିଟ୍ ରଖିବା ପାଇଁ କଳାକାରମାନେ କିପରି ପରିଶ୍ରମ କରନ୍ତି ତାର ଉଦାହରଣ ହେଉଛି ଏହି ଭିଡିଓ । ଅଭିନେତା ଶ୍ରୀତମ ଦାସ ସୋସିଆଲ ମିଡିଆରେ ଏହି ଭିଡିଓଟି ସେୟାର କରିଛନ୍ତି ଯେଉଁଥିଲେ ସେ ବ୍ୟାୟମ କରି ଦେହରୁ ଝାଳ ବାହାର କରୁଥିବା ଦେଖିବାକୁ ମିଳିଛି । ପ୍ରାୟ ପ୍ରତ୍ୟକ ଦିନ ଶ୍ରୀତମ ଏପରି ପରିଶ୍ରମ କରିଥାନ୍ତି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.