Viral Video: ଓଡ଼ିଆ ଅଭିନେତ୍ରୀ ଜାକଲିନ ପରିଡା ତାଙ୍କ ଜାବନସାଥୀ ଅରବିନ୍ଦ ମହାରଣାଙ୍କ ସହ ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇଛନ୍ତି । ଏହି ଭିଡିଓଟି ଜାକଲିନ୍ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ ଅରବିନ୍ଦଙ୍କୁ ଟ୍ୟାଗ ମଧ୍ୟ କରିଥିବେ ଦେଖିବାକୁ ମିଳିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.