Viral Video: ଅଭିନେତା ମନୋଜ ମିଶ୍ର। ନିକଟରେ ସେ ଅଭିନେତ୍ରୀ ମମତା ନନ୍ଦଙ୍କୁ ବିବାହ କରିଛନ୍ତି। ଯାହାକୁ ନେଇ ଏହି ଷ୍ଟାର କପଲ୍ ବେଶ୍ ଚର୍ଚ୍ଚାରେ ଥିଲେ। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ମମତା ଜଣେ ଅଭିନେତାଙ୍କ ସହ ମନ ଖୋଲି ଡାନ୍ସ କରୁଛନ୍ତି। ଆଉ ଚର୍ଚ୍ଚା ହେଉଛି