Video Viral: ଓଡିଆ ଅଭିନେତ୍ରୀ ଲିପି ମହାପାତ୍ର। ୯୦ ଦଶକର ଏହି ହିରୋଇନ୍ ଅନେକ ଗୁଡିଏ ଆଲବମ୍ କରିଛନ୍ତି। ଦମଦାର୍ ଡାନ୍ସ ସାଙ୍ଗକୁ ଆକ୍ସନ୍ ଲୋକଙ୍କ ମନ କିଣିଛନ୍ତି। ଦିଦି ନମ୍ବର ଓ୍ବାନ୍-ର ରିୟଲିଟି ସୋରେ ଉପସ୍ଥାପିକା ଭାବେ ନଜର ଆସୁଛନ୍ତି। ତାଙ୍କର ସୁନ୍ଦର ଉପସ୍ଥାପନା ଲୋକଙ୍କ ମନ କିଣେ। ତେବେ, ଲିପି ଆଜିବି ଅବିବାହିତ ଅଛନ୍ତି। ତେବେ, ତାଙ୍କ ମନର ମଣିଷ କି