Video: ଲୋକପ୍ରିୟ ୟୁଟୁବର ତଥା ଅଭିନେତା ତପି ମିଶ୍ରଙ୍କ ଏହି ନୂଆ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ତପି ମିଶ୍ର ନିଜ ନୂଆ ସିନେମା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ମାର୍ଚ୍ଚ ୧୩ରେ ତାଙ୍କର ନୂଆ ସିନେମା ଘମାଘୋଟ ରିଲିଜ୍ ହେବାକୁ ଯାଉଛି । ଏଥିସହ ସିନେମାର ଏକ ଦମଦାର ସଂଳାପ ମଧ୍ୟ ତପିଙ୍କ ମୁହଁରୁ ଶୁଣିବାକୁ ପାଇଥିଲେ ଦର୍ଶକ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.