Lingaraja Temple Video: ଜାଗରରେ ଲିଙ୍ଗଲାଜ ମନ୍ଦିର ଭିତରେ ଘଟିଲା ଅଘଟଣ। ଲିଙ୍ଗରାଜ୍ ମନ୍ଦିର ଉପରକୁ ମହାଦୀପ ଧରି ଉଠୁଥିବା ବେଳେ ସେବାୟତ ମହାଦୀପ ସହ ତଳକୁ ଖସି ପଡିଛିନ୍ତି। ଆହତ ସେବାୟତଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ୍ ହସପିଟାଲ୍ ରେ ଭର୍ତ୍ତି କରାଯାଇଛି। ଅଘଟଣ ସମୟର ଭିଡିଓ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ ଏହି ଛାତିଥରା ଭିଡିଓ...