Viral video: ୨୬ ଫେବୃଆରୀରେ ସମଗ୍ର ଦେଶ ମହାଶିବରାତ୍ରୀ ପାଇଁ ଉତ୍ସବମୁଖର ଥିବା ସମୟରେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଥିଲା ଏହି ଭିଡିଓ । ଯାତ୍ରା ଆଇଟମ ଗର୍ଲ ରାନୀ ପ୍ରିୟଦର୍ଶିନୀ ପ୍ରୟାଗ ରାଜରେ ପହଞ୍ଚି ତ୍ରିବେଣୀ ସଙ୍ଗମରେ ମହାସ୍ନାନ କରିଥିଲେ । ଏହି ଅବସରରେ ରାନୀ ଗେରୁଆ ଶାଢୀ ପିନ୍ଧୀ ତାଣ୍ଡବ ନୃତ୍ୟ ପରିବେଶଣ କରିଥିବା ସେଠାରେ ଦେଖିବାକୁ ମିଳିଥିଲା ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.