Viral Video: ଯାତ୍ରା ଜଗତର ଚର୍ଚ୍ଚିତ ଚେହେରା ତଥା ବରିଷ୍ଠ ଅଭିନେତା ଗୌର ଦାସ ଅନେକ ସମୟରେ ଚର୍ଚ୍ଚାକୁ ଆସିଥାନ୍ତି । ନିଜ ଅଭିନୟ ପାଇଁ ସେ ଦର୍ଶକଙ୍କ ଅତି ପ୍ରିୟ ହୋଇପାରିଛନ୍ତି । ନିକଟରେ ଏକ ସ୍ଥାନରେ ଯାତ୍ରା ପରିବେଷଣ କରିବା ପାଇଁ ଯାଇଥିବା ସମୟରେ ଗୌର ଦାସ ଏବଂ କାବେରୀ ରିଲ୍ସ ପ୍ରସ୍ତୁତ କରିଛନ୍ତି । ଭିଡିଓରେ ଯାତ୍ରା ପାର୍ଟି ଗାଡି ଏବଂ ପଛରେ ଇଟ୍ଟା ଭାଟି ଥିବା ଦେଖିବାକୁ ମିଳିଛି । ଏହି ରିଲ୍ସଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.