Riya Dey Viral Video: ଓଡିଆ ଅଭିନେତ୍ରୀ ରିୟା ଦେ । ଏକାଧିକ ଫିଲ୍ମରେ ଅଭିନୟ କରି ଲୋକଙ୍କ ମନ କିଣିଛନ୍ତି। ପ୍ରେମ ଅଢେଇ ଅକ୍ଷରରୁ କ୍ୟାରିୟର ଆରମ୍ଭ କରିଥିବା ରିୟା ଆଜି ଓଲିଉଡରେ ଜଣେ ଜଣାଶୁଣା ଅଭିନେତ୍ରୀ। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ତାହା ପୁଣି ଶିବରାତ୍ରୀ ଦିନ, ରାଜ୍ୟବାହାରୁ...ଦେଖନ୍ତୁ..