Breaking News: ଶୁଦ୍ଧି କ୍ରିୟାକୁ ଯାଉଥିବା ବେଳେ ବଡ଼ ଧରଣର ଦୁର୍ଘଟଣା, ଅବସ୍ଥା ସାଙ୍ଘାତିକ...
Advertisement
Article Detail0/zeeodisha/odisha2553594

Breaking News: ଶୁଦ୍ଧି କ୍ରିୟାକୁ ଯାଉଥିବା ବେଳେ ବଡ଼ ଧରଣର ଦୁର୍ଘଟଣା, ଅବସ୍ଥା ସାଙ୍ଘାତିକ...

Breaking News: ଘଟଣା ସ୍ଥଳରୁ ସମସ୍ତ ଆହାତଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତି ହୋଇଛନ୍ତି। ତେବେ ୬ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବା ଆଶଙ୍କା ରହିଅଛି। ଅନ୍ୟପକ୍ଷରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଆନ୍ଦୋଳନରେ ଥିବା ହେତୁ ଗୁରୁତରକୁ ସ୍ଥାନାନ୍ତର ରେ ବ୍ୟାଘାତ ଘଟିଛି। କିଛି ଘରୋଇ ଗାଡ଼ିରେ ବ୍ରହ୍ମପୁର ଏମକେସିଜି ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଛନ୍ତି।

Breaking News: ଶୁଦ୍ଧି କ୍ରିୟାକୁ ଯାଉଥିବା ବେଳେ ବଡ଼ ଧରଣର ଦୁର୍ଘଟଣା, ଅବସ୍ଥା ସାଙ୍ଘାତିକ...
Breaking News: (ପ୍ରେମାନନ୍ଦ ପୂଜାରୀ)  ଶୁଦ୍ଧି କ୍ରିୟାକୁ ଯାଉଥିବା ବେଳେ ବଡ଼ ଧରଣର ଦୁର୍ଘଟଣା, ଅବସ୍ଥା ସାଙ୍ଘାତିକ...କୁ ଯାଉଥିବା ବେଳେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଛି। ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଥିବା ବେଳେ, ୩୦ରୁ ଉର୍ଦ୍ଧ୍ବ ଗୁରୁତର ଆହାତ। ମୋହନା ଥାନା ଚନ୍ଦ୍ରଗିରି ନିକଟରେ ମେକ୍ସ ପିକ ଓଲୋଟି ଘଟିଛି ଦୁର୍ଘଟଣା। ଦୁଇ ଜଣ ମହିଳା, ମୃତକ ଦ୍ବୟ ହେଲେ ଚନ୍ଦ୍ରମା ଭୁଆଁ, ଓ ବାସନ୍ତୀ ଭୁଆଁ। ମୃତାହତ ସମସ୍ତ ହେଲେ ଆର ଉଦୟଗିରି ଥାନା ମଙ୍ଗରାଜପୁର ପଞ୍ଚାୟତର କେକେସିଂ ଗ୍ରାମର। ଏକ ମେକ୍ସପିକ ଭ୍ୟାନ ଯୋଗେ ସମସ୍ତେ ସୁଦ୍ଧ ହେବାକୁ ଚାନ୍ଦିପୁଟର ଘାଇବାଲି ଗ୍ରାମକୁ ଯାଉଥିଲେ। ଦ୍ରୁତ ଗତିରେ ଗାଡ଼ି ଚଳାଇ ଏକ ବସକୁ ଓଭରଟେକ କରୁଥିବା ବେଳେ ଘଟିଛି ଦୁର୍ଘଟଣା। ପୁର୍ବରୁ ଜଣକ ମୃତ୍ୟୁ ଘଟିଥିଲା , ବର୍ତ୍ତମାନ ଅନ୍ୟ ଜଣକର ମୃତ୍ୟୁ ଘଟିଛି।
 
ଘଟଣା ସ୍ଥଳରୁ ସମସ୍ତ ଆହାତଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତି ହୋଇଛନ୍ତି। ତେବେ ୬ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବା ଆଶଙ୍କା ରହିଅଛି। ଅନ୍ୟପକ୍ଷରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଆନ୍ଦୋଳନରେ ଥିବା ହେତୁ ଗୁରୁତର କୁ ସ୍ଥାନାନ୍ତର ରେ ବ୍ୟାଘାତ ଘଟିଛି। କିଛି ଘରୋଇ ଗାଡ଼ିରେ ବ୍ରହ୍ମପୁର ଏମକେସିଜି ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଛନ୍ତି।